ଏହି ଜିଲ୍ଲାରୁ ନାଇଟ୍ କର୍ଫୁ୍ୟ ଉଠିଲା

ଏହି ଜିଲ୍ଲାରୁ ନାଇଟ୍ କର୍ଫୁ୍ୟ ଉଠିଲା

ଏହି ଜିଲ୍ଲାରୁ ନାଇଟ୍ କର୍ଫୁ୍ୟ ଉଠିଲା
ନବରଙ୍ଗପୁର: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଗତ କିଛି ଦିନ ତଳେ ନବରଙ୍ଗପୁର ଜିଲ୍ଲାରେ ଜାରି କରାଯାଇଥିବା ନାଇଟ କର୍ଫୁ୍ୟକୁ ଉଠାଇ ଦିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଜିଲ୍ଲାରେ କରୋନା ସଂକ୍ରମିତ କମୁଥିବାରୁ ନାଇଟ କର୍ଫୁ୍ୟ ଉଠାଇ ଦିଆଯାଇଛି । ଏନେଇ ଜିଲ୍ଲାପାଳଙ୍କ ପକ୍ଷରୁ ନିଦେ୍ର୍ଧଶାବଳୀ ଜାରି କରାଯାଇଛି ।