କିଛି ଚର୍ଚ୍ଚିତ ହେଲିକପ୍ଟର ଦୁର୍ଘଟଣା
କିଛି ଚର୍ଚ୍ଚିତ ହେଲିକପ୍ଟର ଦୁର୍ଘଟଣା
୨୦୦୯ ସେପ୍ଟେମ୍ବର ୨ : ଆନ୍ଧ୍ରପ୍ରଦେଶର ତକôାଳୀନ ମୁଖ୍ୟମନ୍ତ୍ରୀ ୱାଇଏସ ରାଜଶେଖର ରେଡ୍ଡୀଙ୍କ ହେଲିକପ୍ଟରଟି କୁର୍ଣ୍ଣୁଲର ଏକ ପାହାଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେତେବେଳେ ପାଗ ଅନକୂଳ ନଥିଲା ।
୨୦୦୧ ସେପ୍ଟେମ୍ବର ୩୦ : ଖରାପ ପାଗ ଯୋଗୁଁ ପୂର୍ବତନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ମାଧବରାଓ ସିନ୍ଧିଆ ଯାଉଥିବା ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେ କାନପୁର ଯାଉଥିବାବେଳେ ଏଭଳି ଅଘଟଣ ଘଟିଥିଲା ।
୨୦୦୨ ମାର୍ଚ୍ଚ ୩ : ଲୋକସଭାର ବାଚସ୍ପତି ବାଲଯୋଗୀଙ୍କର ମଧ୍ୟ ହେଲିକପ୍ଟର ଦୁର୍ଘଟଣାରେ ମୃତୁ୍ୟ ହୋଇଥିଲା । ପ୍ରବଳ ବର୍ଷା ଯୋଗୁଁ ତାଙ୍କ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
୨୦୧୧ ଅପ୍ରେଲ : ଅରୁଣାଚଳ ପ୍ରଦେଶର ତକôାଳୀନ ମୁଖ୍ୟମନ୍ତ୍ରୀ ଦୋରଜୀ ଖାଣ୍ଡୁଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାର ୫ ଦିନ ପରେ ତାଙ୍କର ଶବ ଚୀନ ସୀମାନ୍ତର ଲୁଗୁଥାଙ୍ଗ ନିକଟରେ ମିଳିଥିଲା ।




admin 