କୋଭିସିଲ୍ଡ ୨ୟ ଡୋଜ ନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ ଚିଠି

କୋଭିସିଲ୍ଡ ୨ୟ ଡୋଜ ନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ ଚିଠି

କୋଭିସିଲ୍ଡ ୨ୟ ଡୋଜ ନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ ଚିଠି
ଭୁବନେଶ୍ୱର: କୋଭିସିଲ୍ଡ ୨ୟ ଡୋଜ ନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ ଚିଠି ଲେଖିଛନ୍ତି । ସବୁ ଜିଲ୍ଲାପାଳ, ମୁ୍ୟନିସପାଲ କମିଶନର ଓ ସିଡିଏମମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏସିଏସ ଚିଠି ଲେଖିଛନ୍ତି । ଉକ୍ତ ଚିଠି ମାଧ୍ୟମରେ ଏସିଏସ କୋଭିସିଲ୍ଡ ୨ୟ ଡୋଜ ପୁନଃ ନିର୍ଦ୍ଧାଣ ସମ୍ପର୍କରେ ଜଣାଇଛନ୍ତି । ପ୍ରଥମ ଡୋଜର ୪ରୁ ୬ ସପ୍ତାହ ପରେ ୨ୟ ଡୋଜ ନେବା ନିୟମ ଥିଲା । ଏବେ ୪ରୁ ୮ ସପ୍ତାହ ମଧ୍ୟରେ ୨ୟ ଡୋଜ ନେବାକୁ ନିୟମ କରାଯାଇଛି । ଏନେଇ ଜନସଚେତନତା ସୃଷ୍ଟି କରିବାକୁ ସ୍ୱାସ୍ଥ୍ୟ ବିଭାଗ ଏସିଏସ ଉକ୍ତ ଚିଠି ମାଧ୍ୟମରେ ନିଦେ୍ର୍ଧଶ ଦେଇଛନ୍ତି ।