ଖଡିଆଳ ଏନଏସି ସଟଡାଉନ ଘୋଷଣା

ଖଡିଆଳ ଏନଏସି ସଟଡାଉନ ଘୋଷଣା

ଖଡିଆଳ ଏନଏସି ସଟଡାଉନ ଘୋଷଣା
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ପଶ୍ଚିମ ଓଡ଼ିଶାରେ ସ୍ଥିିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ଏହାରି ଭିତରେ ଏକ ବଡ଼ ଖବର ଆସିଛି । ତାହା ହେଲା ନୂଆପଡା ଜିଲ୍ଲା ଖଡିଆଳ ଏନଏସି ସଟଡାଉନ ଘୋଷଣା କରାଗଲା । ଆସନ୍ତାକାଲି ସକାଳ ୬ରୁ ୨୨ ତାରିଖ ଯାଏଁ ସଟଡାଉନ ରହିବ । କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଉପଜିଲ୍ଲାପାଳ ଏହି ନିଷ୍ପତି ନେଇଛନ୍ତି । ଦୋକାନ , ବଜାର ସବୁ ବନ୍ଦ ରହିବ, ଅତ୍ୟାବଶ୍ୟକୀୟ ସେବାକୁ ଅନୁମତି ।