ଜଙ୍ଗଲ ନିଆଁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଜଙ୍ଗଲ ନିଆଁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଜଙ୍ଗଲ ନିଆଁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା
ଭୁବନେଶ୍ୱର: ଶିମିଳିପାଳ ଅଭୟାରଣ୍ୟ ସହ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଅଗ୍ନିକାଣ୍ଡ ପ୍ରସଙ୍ଗରେ ଉଲ୍ଲେଖ କରାଯାଇଛି । ଜଙ୍ଗଲରେ ନିଆଁ ନେଇ ହାଇକୋର୍ଟରେ ମାମଲା ଦାୟର କରାଯାଇଛି । ହାଇକୋର୍ଟରେ ଜନସ୍ୱାର୍ଥମ ମାମଲା ଦାୟର କରାଯାଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିବା ସୂଚନା ହସ୍ତଗତ ହୋଇଛି । ଶିମିଳିପାଳ ସମେତ ଅନ୍ୟ ସ୍ଥାନରେ ନିଆଁ ବ୍ୟାପୁଥିବା ଉଲ୍ଲେଖ କରାଯାଇଛି । ନିଆଁ ଲିଭାଇବାକୁ ତୁରନ୍ତ ପଦକ୍ଷେପ ନେବାକୁ ପ୍ରାର୍ଥନା କରାଇଛି । ହେଲିକପ୍ଟର ଯୋଗେ ନିଆଁ ଲିଭାଇବାକୁ ନିବେଦନ କରାଯାଇଛି । ରାଜ୍ୟ ବନ ଉନ୍ନୟନ ନିଗମର ନିଦେ୍ର୍ଧଶକଙ୍କୁ ପକ୍ଷଭୁକ୍ତ କରାଯାଇଛି ।