ଟ୍ୱିନସିଟିରେ କଡାକଡି ହେବ କୋଭିଡ୍ କଟକଣା

ଟ୍ୱିନସିଟିରେ କଡାକଡି ହେବ କୋଭିଡ୍ କଟକଣା

ଟ୍ୱିନସିଟିରେ କଡାକଡି ହେବ କୋଭିଡ୍ କଟକଣା
ଭୁବନେଶ୍ୱର: ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇ କହିଛନ୍ତି ଯେ, ଟ୍ୱିନସିଟିରେ କୋଭିଡ ଏନଫୋର୍ସମେଂଟ କଡାକଡି ହେବ । ନାଇଟ କର୍ଫୁ୍ୟକୁ କଡାକଡି ପାଇଁ ପେଟ୍ରୋଲିଂ ବ୍ୟାପକ କରାଯିବ । ନିୟମ ନମାନିଲେ ଅମାନିଆଙ୍କୁ ସାବାଡ କରାଯବି । ଆସନ୍ତାକାଲି କମିସନରେଟ ପୋଲିସ ଗାଇଡଲାଇନ୍ ଆଣିବ । ସନ୍ଧ୍ୟା ୮ଟାରୁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରିବାକୁ ଅନୁରୋଧ କରାଯାଇଛି । କାଲି ମାଇକ ଯୋଗେ ପ୍ରଚାର କରାଯାଇ ଲୋକଙ୍କୁ ସଚେତନ କରାଯିବ । ଭୁବନେଶ୍ୱରରେ ୨୫ଟି ଚେକିଂ ପଏଂଟରେ ପୋଲିସ ମୁତୟନ ହେବେ ବୋଲି ଡିସିପି କହିଛନ୍ତି ।