ଦଣ୍ଡନାଟ କଟକଣା : କେବଳ ୨୫ ଦଣ୍ଡୁଆଙ୍କୁ ଅନୁମତି

ଦଣ୍ଡନାଟ କଟକଣା : କେବଳ ୨୫ ଦଣ୍ଡୁଆଙ୍କୁ ଅନୁମତି

ଦଣ୍ଡନାଟ କଟକଣା  : କେବଳ ୨୫ ଦଣ୍ଡୁଆଙ୍କୁ ଅନୁମତି
ଭୁବନେଶ୍ୱର: ଦଣ୍ଡନାଟ ନେଇ କଟକଣା ଜାରି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଦଣ୍ଡ ନାଟରେ କେବଳ ୨୫ ଦଣ୍ଡୁଆଙ୍କୁ ଅନୁମତି ଦିଆଯାଇଛି । ରାତିରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ମନା କରାଯାଇଛି । ମା’ ତାରିଣୀଙ୍କ ପୀଠରେ ମୁଣ୍ଡନ ବାରଣ କରାଯାଇଛି । ଦୋକାନୀଙ୍କୁ ପଞ୍ଚସୂତ୍ରୀ ଗାଇଡଲାଇନ ମାନିବାକୁ ପରାମର୍ଶ ଦିଆଯାଇଛି । ଏହା ଟ୍ୱିଟ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।