ପ୍ଲାଷ୍ଟିକ ଦିଅ ଆହାର ଖାଅ ...

ପ୍ଲାଷ୍ଟିକ ଦିଅ ଆହାର ଖାଅ ...

ପ୍ଲାଷ୍ଟିକ ଦିଅ ଆହାର ଖାଅ ...
ଭୁବନେଶ୍ୱର - ପ୍ଲାଷ୍ଟିକ ଦିଅ ଆହାର ଖାଅ । ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ସତ । ଏଭଳି ଅଭିନବ ପ୍ରୟାସ ଆରମ୍ଭ କରିଛି ଭୁବନେଶ୍ୱର ମହାନଗର ନିଗମ । ଏବେ ଆହାର କେନ୍ଦ୍ରରେ ମିଲ ଖାଇବାକୁ ହେଲେ ୫ଟଙ୍କା ବଦଳରେ ଦେବାକୁ ପଡିବ ସ୍ଲାଷ୍ଟିକ । ସହରକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଏଭଳି ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମହାନଗର । ଅଧୋକିଲୋ ପ୍ଲାଷ୍ଟିକ ବଦଳରେ ଗୋଟିଏ ଟୋକନ ନେଇ ମିଲ ଖାଇପାରିବେ । ନିୟମ ଅନୁଯାୟୀ ଦିନକୁ ଜଣେ ବ୍ୟକ୍ତି ୧କିଲୋ ପ୍ଲାଷ୍ଟିକ ଦେଇ ପାରିବ ।