ଭାରତକୁ ୪୦ ଦେଶଙ୍କ ସହଯୋଗ ପ୍ରତିଶ୍ରୁତି

ଭାରତକୁ ୪୦ ଦେଶଙ୍କ ସହଯୋଗ ପ୍ରତିଶ୍ରୁତି

ଭାରତକୁ ୪୦ ଦେଶଙ୍କ ସହଯୋଗ ପ୍ରତିଶ୍ରୁତି
ନୂଆଦିଲ୍ଲୀ: କରୋନା ତ୍ରସ୍ତ ଭାରତକୁ ଅନ୍ୟ ରାଷ୍ଟ୍ରରୁ ସହଯୋଗର ପ୍ରତିଶ୍ରୁତିର ସୂଅ ଛୁଟୁଛି । ବିଶ୍ୱର ପ୍ରାୟ ୪୦ଟି ଦେଶ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି । ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ପ୍ରେସମିଟରେ ସୂଚନା ଦେଇଛନ୍ତି । ସଚିବ କହିଛନ୍ତି ଯେ, ଅକ୍ସିଜେନ ସ ତତ୍ ସଂପର୍କିତ ଯନ୍ତ୍ରାଂଶ ଉପରେ ଅଧିକ ଗୁରୁତ୍ୱ ଦେଉଛୁ । କାଲି କିମ୍ବା ଦିନେ ଦିଇ ଦିନରେ ଆମେରିକାରୁ ୩ଟି ସ୍ୱତନ୍ତ୍ର ବିମାନ ଆସିବ । ଆଜି ୟୁଏଇରୁ ଭେଂଟିଲେଟର, ଫାଭିପିରାଭିର ଆଣି ଆସିବ ଏକ ବିମାନ ବୋଲି ବୈଦେଶିକ ସଚିବ କହିଛନ୍ତି ।