ଓଡ଼ିଶା ପାଇଁ ଭଲ ଖବର : ଦୂତୀଙ୍କୁ ମିଳିଲା ଅଲିମ୍ପିକ ଟିକେଟ

ଓଡ଼ିଶା ପାଇଁ ଭଲ ଖବର : ଦୂତୀଙ୍କୁ ମିଳିଲା ଅଲିମ୍ପିକ ଟିକେଟ

ଓଡ଼ିଶା ପାଇଁ ଭଲ ଖବର : ଦୂତୀଙ୍କୁ ମିଳିଲା ଅଲିମ୍ପିକ ଟିକେଟ

ଭୁବନେଶ୍ୱର: ଅଲିମ୍ପିକ ପରିପ୍ରେକ୍ଷୀରେ ଓଡ଼ିଶା ପାଇଁ ଭଲ ଖବର ଆସିଛି । ଟୋକିଓ ଅଲିମ୍ପିକସରେ ଜଲୱା ଦେଖାଇବେ  ସ୍ପ୍ରିଣ୍ଟର ଦୂତୀ ଚାନ୍ଦ  । ତାଙ୍କୁ ଅଲିମ୍ପିକ ଟିକେଟ ମିଳିଛି ।  ଟୋକିଓ ଅଲିମ୍ପିକ ପାଇଁ ଦୂତୀ ଯୋଗ୍ୟତା ଅର୍ଜନ କରିଛନ୍ତି । ୱାର୍ଲଡ ର୍ୟାଙ୍କିଙ୍ଗ ଆଧାରରରେ ଦୂତୀ  ଚୟନ ହୋଇଛି ।  ସେ ୧୦୦ ଓ ୨୦୦ ମିଟର ଦୌଡ଼ ବର୍ଗରେ ଦୂତୀ ଯୋଗ୍ୟତା ଅର୍ଜନ କରିଛନ୍ତି । ଅର୍ଜୁନ ପୁରସ୍କାର ବିଜେତା ଦୂତୀ ଚାନ୍ଦ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ ସମ୍ପର୍କରେ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।