କାଳିଆ ଯୋଜନାରେ ଖର୍ଚ୍ଚ ୬୬୯୦ କୋଟି

କାଳିଆ ଯୋଜନାରେ ଖର୍ଚ୍ଚ ୬୬୯୦ କୋଟି

କାଳିଆ ଯୋଜନାରେ ଖର୍ଚ୍ଚ ୬୬୯୦ କୋଟି
ଭୁବନେଶ୍ୱର: ବିଧାନସଭାରେ ନାଉରୀ ନାୟକଙ୍କ ପ୍ରଶ୍ନରେ କୃଷି ମନ୍ତ୍ରୀ ଅରୁଣ ସାହୁ ଉତର ଦେଇଛନ୍ତି । ଯୋଜନାରେ କ୍ଷୁଦ୍ର, ନାମମାତ୍ର ଓ ଭୂମୀହୀନ କୃଷି ପରିବାରକୁ ସହାୟତା ଦିଆଯାଇଛି । ୨୦୧୮-୧୯ରେ ୫୧.୦୫ ଲକ୍ଷ ଚାଷୀଙ୍କ ପାଇଁ ୨୧୭୫.୬୬ କୋଟି ବ୍ୟୟ ହୋଇଛି । ସେହପରି ୨୦୧୯-୨୦ରେ ୩୨୪୩ କୋଟି ୧ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ଏବର୍ଷ ଫେବ୍ରୁଆରୀ ସୁଦ୍ଧା ୫୩.୫୫ ଲକ୍ଷ ଚାଷୀଙ୍କୁ ୧୨୭୨.୧୯ କୋଟି ପ୍ରଦାନ କରାଯାଇଛି ବୋଲି ଅରୁଣ ସାହୁ କହିଛନ୍ତି ।