ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ

ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ

ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ
ଭୁବନେଶ୍ୱର: ଆଜି ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ସିଏଜି ରିପୋର୍ଟ ଉପସ୍ଥାନପ କରିଛନ୍ତି । ୨୦୧୯-୨୦ ବର୍ଷ ପାଇଁ ପ୍ରକାଶ ପାଇଲା ସିଏଜି ରିପୋର୍ଟ । ସାଧାରଣ ଓ ସାମଜିକ , ରାଜସ୍ୱ ଓ ଆର୍ଥିକ କ୍ଷେତ୍ରରେ ସିଏଜି ରିପୋର୍ଟ ପ୍ରକାଶ ପାଇଛି ।