ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ 5T ସଚିବ

ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ 5T ସଚିବ

ବୌଦ୍ଧ : ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ  5T ସଚିବ ଭି.କେ ପଣ୍ଡିଆନ। ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ କରିବା ସହିତ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେବେ 5T  ସଚିବ। ଏଥିସହ ଲୋକଙ୍କ ସମସ୍ୟା ବାବଦରେ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି। ତେବେ ଜିଲ୍ଲାର ୩ଟି ଯାକ ବ୍ଲକ୍ କୁ ମାରାଥନ ଗସ୍ତ କରିବେ ୫ଞ ସଚିବ। ସୋନପୁର ସର୍କିଟ ହାଉସରୁ ବାହାରି ପ୍ରଥମେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକର ଦେଉଳି, ଖଟଖଟିଆ ଏବଂ ଖଇର ମାଳ ଠାରେ ଚାଲିଥିବା ତିନୋଟି ମେଗା ଲିପ୍ଟ ପ୍ରକଳ୍ପ ର ଅନୁଧ୍ୟାନ କରିବେ । ପରେ ହେଲିକପ୍ଟର ଯୋଗେ କଣ୍ଟାମାଳ ବ୍ଲକ ଆମ୍ବଗାଁ ସ୍ଥିତ ଜନତା ହାଇସ୍କୁଲ ପଡିଆରେ ଅବତରଣ କରି ମାଣ୍ଡିଆ ଜୋର୍ ସମଲେଶ୍ଵରୀ ନାଳ ବ୍ରିଜ ଏବଂ ଫାସେଡର ଉନ୍ନତୀ କାର୍ୟ୍ୟର ଅନୁଧ୍ୟାନ କରିବେ ।