ନବୀନ ପଚାରିଲେ ଏଇଟା କେଉଁ ରାସ୍ତା
ନବୀନ ପଚାରିଲେ ଏଇଟା କେଉଁ ରାସ୍ତା
ଭୁବନେଶ୍ୱର: ଏ ରାସ୍ତା କେଉଁଠି ଅଛି? ରାସ୍ତାର ନାଁ କଣ? ଜଲଦି ଜଲଦି କୁହ, ଏମିତି ପଚାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ! ନିଜ ଟ୍ୱିଟରରେ ଏ ପ୍ରଶ୍ନ ପଚାରିଲେ ନବୀନ, ଅନେକ ସଠିକ ଉତ୍ତର ବି ଦେଲେ। ଠିକ ଉତ୍ତର ହେଲା ନୟାଗଡ଼-ଦଶପଲ୍ଲା ରାସ୍ତା। ଠିକ ଉତ୍ତର ଦେଇଥିବା ଲୋକଙ୍କୁ ନବୀନ ଧନ୍ୟବାଦ ଜଣାଇଛନ୍ତି ।




admin 