ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ ତଥା ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ପରଲୋକ
ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ ତଥା ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ପରଲୋକ
ଇସଲାମବାଦ : ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ ତଥା ରାଷ୍ଟ୍ରପତି ପରଭେଜ ମୁଶରଫଙ୍କର ଦୀର୍ଘ ଦିନର ଅସୁସ୍ଥତା ପରେ ରବିବାର ଦିନ ଦୁବାଇର ଏକ ଡାକ୍ତରଖାନାରେ ମୃତୁ୍ୟ ଘଟିଛି । ପାକିସ୍ତାନୀ ଗଣମାଧ୍ୟମକୁ ଉଦ୍ଧୃତ କରି ଏହି ଖବର ସାମ୍ନାକୁ ଆସିଛି ।
ମିଡିଆ ରିପୋର୍ଟ ମୁଶରଫଙ୍କ ପରିବାର ସଦସ୍ୟଙ୍କ ଉଦେ୍ଧଶ୍ୟରେ କହିଛି ଯେ ଆଜି ଆମିଲୋଏଡୋସିସ୍ କାରଣରୁ ତାଙ୍କର ମୃତୁ୍ୟ ଘଟିଛି । ତାଙ୍କୁ କିଛି ସପ୍ତାହ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୧୯୯୯ ରେ ଏକ ସଫଳ ସାମରିକ ପୁଲୱାମା ଆକ୍ରମଣ ପରେ ପରଭେଜ ମୁଶରଫ ଦକ୍ଷିଣ ଏସୀୟ ଦେଶର ଦଶମ ରାଷ୍ଟ୍ରପତି ଥିଲେ ।




admin 