ପୁର୍ବତନ ବିଧାୟକ ଅନାମଙ୍କୁ ଗିରଫ କଲା ଭିଜିଲାନ୍ସ ପୋଲିସ

ପୁର୍ବତନ ବିଧାୟକ ଅନାମଙ୍କୁ ଗିରଫ କଲା ଭିଜିଲାନ୍ସ ପୋଲିସ

ପୁର୍ବତନ ବିଧାୟକ ଅନାମଙ୍କୁ ଗିରଫ କଲା ଭିଜିଲାନ୍ସ ପୋଲିସ
ଭୁବନେଶ୍ୱର - ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଭିଜିଲାନ୍ସ ଗିରଫ କରିଛି। ନିକଟରେ ଉକ୍ତ ଅଭିଯୋଗରେ ଅନାମଙ୍କ ଘର ଓ ହୋଟେଲ ଉପରେ ଭିଜିଲାନ୍ସ ରେଡ୍ କରିଥିଲା। ଚଢ଼ଉ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ କରିଥିଲା। ତେବେ ଆଜି ତାଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ସୂଚନା ଦେଇଛି। ଅନାମ ବିଜେଡି ଟିକେଟରୁ ୨୦୧୪ରୁ୨୦୧୯ ଭବାନୀପାଟଣାରେ ଜିତି ବିଧାୟକ ହୋଇଥିଲେ।