ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ

ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ

ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ
ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଯୁବକଙ୍କ ମରଣାନ୍ତକ ଆକ୍ରମଣ କରାଯାଇଛି । ପିକଅପ୍ ଭ୍ୟାନ ଡ୍ରାଇଭରଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁବୃର୍ତ । ସିଆରପି ଛକରେ ଦିନ ଦ୍ୱିପ୍ରହରରେ ଗୋଡେି ଗୋଡାଇ ହାଣିଲେ । ଏହି ଆକ୍ରମଣରେ ୨ ଗଣ ଦୁବୃର୍ତ ଆକ୍ରମଣ କରିଛନ୍ତି । ଘଟଣାସ୍ଥଳରେ କମିଶନରରେଟ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ଯୁବକଙ୍କୁ ମରଣାନ୍ତକ ଆକ୍ରମଣର କାରଣ ସ୍ପଷ୍ଟ ସୂଚନା ମିଳି ନାହିଁ । ଗୁରୁତର ଯୁବକଙ୍କୁ ଉଦ୍ଧାର କରି ପୋଲିସ ମେଡିକାଲ ନେଇଛି ।