ବିଧାନସଭା ଚାରିପାଖ ନୋ ମ୍ୟାନସ ଲ୍ୟାଣ୍ଡ
ବିଧାନସଭା ଚାରିପାଖ ନୋ ମ୍ୟାନସ ଲ୍ୟାଣ୍ଡ
ଭୁବନେଶ୍ୱର: ବୁଧବାରଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଛି । ଏଥିପାଇଁ ବିଧାନସଭା ଚାରିପାଖକୁ ‘ନୋ-ମ୍ୟାନସ ଲ୍ୟାଣ୍ଡ’ ଘୋଷଣା କରିଛି କମିଶନରେଟ ପୁଲିସ । ଆବଶ୍ୟକ ପରିଚୟପତ୍ର କିମ୍ବା ପାସ୍ ଦେଖାଇବା ପରେ ହିଁ ସେଇ ରାସ୍ତାରେ ଯିବାକୁ ଅନୁମତି ଦେବ ପୁଲିସ । ବିଧାନସଭା ପୂର୍ବରୁ ଲୋୟର ପିଏମଜିରେ ୧୪୪ ଧାରା ଲାଗୁ କରାଯାଇଛି । ସେଠାରେ ଧାରଣା କିମ୍ବା ବିକ୍ଷୋଭକୁ ଅନୁମତି ଦେଇନି ପୁଲିସ ।




admin 