ଯୁବକଙ୍କ ପେଟରୁ ବାହାରିଲା ଡିଓଡରାଣ୍ଟ ବୋତଲ
ଯୁବକଙ୍କ ପେଟରୁ ବାହାରିଲା ଡିଓଡରାଣ୍ଟ ବୋତଲ
କୋଲକାତା ଜଣେ ଯୁବକଙ୍କ ପେଟରୁ ଡିଓଡରାଣ୍ଟ ବୋତଲ ବାହାରିଛି । ବର୍ଦୱାନ ମେଡିକାଲ ହସ୍ପିଟାଲର ଡାକ୍ତରମାନେ ସର୍ଜରୀମାଧ୍ୟମରେ ତାଙ୍କ ପେଟରୁ ଡିଓଡରା ଣ୍ଟ ବୋତଲ ବାହାର କରିଛନ୍ତି । ମଳଦ୍ୱାର ମଧ୍ୟ ଦେଇ ବୋତଲଟି ପେଟକୁ ଚାଲିଯାଇଥିଲା । ଏହା ଫଳ ଯୁବକଙ୍କ ଯନ୍ତ୍ରଣା ଆରମ୍ଭ ହେଲା । ଦକ୍ଷିଣ ୨୪ ପରଗନାର ପାର୍ଥପ୍ରତିମା ବାସିନ୍ଦା ୨୭ ବର୍ଷୀୟ ଯୁବକଜଣକ ପେଟର ଯନ୍ତ୍ରଣା ଯୋଗୁ ଚିକିସôା ପାଇଁ ବର୍ଦୱାନ ମେଡିକାଲ କଲେଜ ହସ୍ପିଟାଲର ଆପାତକାଳ ବିଭାଗକୁ ଆସିବଥିଲେ । ଡାକ୍ତର ମାନେ ଏକ୍ସ-ରେ ଜରିଆରେ ତାଙ୍କ ପେଟରେ ସାଢେ ୭ ଇଞ୍ଚ ଲମ୍ବା ଡିଓଡରଣ୍ଟ ବୋତଲ ପହିଥିଲା ଜାଣିପାରିଲେ । ବୋତଲର ଠିପି ମଧ୍ୟ ତା ସହିତ ଥିଲା ।
ଏହିପରେ ତାଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି ତକରାଗଲା ଓ ସର୍ଜରୀ ପାଇଁ ନିଷ୍ପତ୍ତି ନିଆଗଲା । ଦୁଇ ଘଣ୍ଟାର ସର୍ଜରୀ ପରେ ଯୁବକଙ୍କ ପେଟରୁ ଡିଓଡରାଣ୍ଟ ବୋତଲ ବାହାର କରାଗଲା । ଏହା ଜ୍ବାରା ତାଙ୍କ ଇସୋଫାଗସ ନଷ୍ଟ ହୋଇଯାଥିଲା । ଯାହା ଦ୍ୱାରା ଭବିଷ୍ୟତରେ ତାଙ୍କର ସର୍ଜରୀ ଆବଶ୍ୟକ ହେବ ବୋଲି ଡାକ୍ତର କହିଛନ୍ତି ।




admin 