ଯୋଗୀ ଆଦିତ୍ୟନାଥ ୧୨ ହଜାରରୁ ଅଧିକ ଭୋଟ୍ରେ ଆଗୁଅା
ଯୋଗୀ ଆଦିତ୍ୟନାଥ ୧୨ ହଜାରରୁ ଅଧିକ ଭୋଟ୍ରେ ଆଗୁଅା
ନୂଆଦିଲ୍ଲୀ: ୫ ରାଜ୍ୟରେ ଭୋଟ୍ ଗଣତି ଜାରି ରହିଛି। ଉତ୍ତର ପ୍ରଦେଶରେ ବିଜେପି ୨୬୫ ଆସନରେ ଆଗୁ ରହିଛି। ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବର ବିଜେପି ସରକାର ଗଢ଼ିବାକୁ ଯାଉଥିବା ଟ୍ରେଣ୍ଡ୍ରେ ଜଣାପଡ଼ିଛି। ତେବେ ସବୁଠାରୁ ବଡ଼କଥା ହେଉଛି ଯୋଗୀ ଆଦିତ୍ୟନାଥ ତାଙ୍କ ପାରମ୍ପରିକ ଗୋରଖପୁର ସହର ଆସନରେ ୧୨, ୨୭୧ ଭୋଟ୍ରେ ଆଗୁଆ ରହିଥିବା ନିର୍ବାଚନ କମିସନରଙ୍କ ସୂତ୍ରରୁ ଜଣାପଡ଼ିଛି। ଏହି ଆସନରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ସମାଜବାଦୀ ପାର୍ଟିର ଶୁଭବତୀ ଉପେନ୍ଦ୍ର ଦତ୍ତ ଶୁକ୍ଳ ପିଛରେ ଅଛନ୍ତି। ସମାଜବାତ ପାର୍ଟି ୧୨୬ ଟି ଆସନରେ ଆଗୁଆ ରହିଛି। ବିଏସି୍ପି ୭ଟାରେ ଓ କଂଗ୍ରେସରେ ୬ଟି ଆସନରେ ଆଗୁଆ ରହିଛି।




admin 