୩୧ରେ ପିଏମ୍ କିଷାନ ସମ୍ମାନ ନିଧିର ଏକାଦଶ କିସ୍ତି
୩୧ରେ ପିଏମ୍ କିଷାନ ସମ୍ମାନ ନିଧିର ଏକାଦଶ କିସ୍ତି
ନୂଆଦିଲ୍ଲୀ: ଚାଷୀଙ୍କୁ ଆକାଉଣ୍ଟକୁ ଟଙ୍କା ପଠାଇବେ କେନ୍ଦ୍ର ସରକାର। ଆସନ୍ତା ୩୧ ତାରିଖ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ଏକାଦଶ କିସ୍ତି ଟଙ୍କା ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଏହି କିସ୍ତି ବାବଦକୁ ୨ ହଜାର ଟଙ୍କା ଲେଖାଏ ପଠାଇବେ । ଏହି କିସ୍ତିରେ ୨୧ ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯିବ । ସିମ୍ଲାରେ ଆୟୋଜିତ ଗରିବ କଲ୍ୟାଣ ସମ୍ମେଳନରେ ପ୍ରଧାନମନ୍ତ୍ରୀ ଏହି ଟଙ୍କା ପ୍ରଦାନ କରିବେ ।




admin 