ମେ ୪ରୁ ସିବିଏସଇ ବୋର୍ଡ ପରୀକ୍ଷା

ମେ ୪ରୁ ସିବିଏସଇ ବୋର୍ଡ ପରୀକ୍ଷା

ମେ ୪ରୁ ସିବିଏସଇ ବୋର୍ଡ ପରୀକ୍ଷା
ଭୁବନେଶ୍ୱର:ମେ ୪ ତାରିଖରୁ ସିବିଏସଇ ବୋର୍ଡ ପରୀକ୍ଷା ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶ ଘୋଷଣା କରିଛନ୍ତି । ସିବିଏସଇ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ମେ ୪ରୁ ଆରମ୍ଭ ହେବ । ଜୁନ ୧୦ ମଧ୍ୟରେ ବୋର୍ଡ ପରୀକ୍ଷା ଶେଷ ହେବ । ଜୁଲାଇ ୧୫ ସୁଦ୍ଧା ବୋର୍ଡ ପରୀକ୍ଷାଫଳ ଆସିବ । ଦ୍ୱାଦଶ ଶ୍ରେଣୀର ପ୍ରାକ୍ଟିକାଲ ପରୀକ୍ଷା ମାର୍ଚ୍ଚରୁ ଆରମ୍ଭ ହେବ । ଦେଶରେ ପ୍ରାୟ ୩୦ ଲକ୍ଷ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେବେ ।