ମହାନଦୀ ବଂଚାଓ ଆନେ୍ଦାଳନ ସମିତି ପକ୍ଷରୁ ଜଳ ସତ୍ୟାଗ୍ରହ

ମହାନଦୀ ବଂଚାଓ ଆନେ୍ଦାଳନ ସମିତି ପକ୍ଷରୁ ଜଳ ସତ୍ୟାଗ୍ରହ

 ମହାନଦୀ ବଂଚାଓ ଆନେ୍ଦାଳନ ସମିତି ପକ୍ଷରୁ ଜଳ ସତ୍ୟାଗ୍ରହ
ଛତିଶଗଡ: ମହାନଦୀ ବଂଚାଓ ଆନେ୍ଦାଳନ ସମିତି ପକ୍ଷରୁ ଜଳ ସତ୍ୟାଗ୍ରହ କରାଯାଇଛି । କୋଭିଡ ନିୟମ ପାଳନ କରି ମହାନଦୀ ଘାଟରେ ଜଳ ସତ୍ୟାଗ୍ରହ କରାଯାଇଛି । ମହାନଦୀ ଘାଟ ହନୁମାନ ମନ୍ଦିର ନିକଟରେ ଜଳ ସତ୍ୟାଗ୍ରହ କରାଯାଇଛି । ଟ୍ରିବୁ୍ୟନାଲର ବିଳମ୍ବିତ ନ୍ୟାୟ ଓ ନିଷ୍କ୍ରିୟତା ବିରୋଧରେ ପ୍ରତିବାଦ କରାଯାଇଛି । ଛତିଶଗଡ କରୋନା ଆଳ କରିବାରୁ ଆଜିର ଶୁଣାଣି ଟ୍ରିବୁ୍ୟନାଲରେ ଘୁଞ୍ଚôଛି ।