୨୫୩୧ ଘରୋଇ ସ୍କୁଲକୁ ମିଳିନି ସ୍ୱୀକୃତି

୨୫୩୧ ଘରୋଇ ସ୍କୁଲକୁ ମିଳିନି ସ୍ୱୀକୃତି

୨୫୩୧ ଘରୋଇ ସ୍କୁଲକୁ ମିଳିନି ସ୍ୱୀକୃତି
ଭୁବନେଶ୍ୱର: ରାଜ୍ୟର ୨୫୩୧ ଘରୋଇ ସ୍କୁଲକୁ ସ୍ୱୀକୃତି ମିଳି ନାହିଁ । ଆବଶ୍ୟକ ମାନଦଣ୍ଡ ପୂରଣ କରିନଥିବାରୁ ସ୍ୱୀକୃତି ମିଳିନାହିଁ । ସ୍ୱୀକୃତି ପାଇ ନଥିବା ସ୍କୁଲକୁ କାରଣଦର୍ଶାଅ ନୋଟିସ କରାଯାଇଛି । ନୋଟିସ୍ ସହ ସ୍କୁଲ ବନ୍ଦ ପାଇଁ ପଦକ୍ଷେପ ନିଆଯାଇଛି । ୬୭୬୭ଟି ମଧ୍ୟରୁ ୪୨୩୬ଟି ଘରୋଇ ସ୍କୁଲକୁ ସ୍ୱୀକୃତି ମିଳିଛି । ଆଜି ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।